ବିଚାରବିଭାଗୀୟ ହାଜତକୁ ଗଲେ ଜଳବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ

ଜୟପୁର: ଭିଜିଲାନସ୍ ହାତରେ ସୋମବାର ଲକ୍ଷାଧିକ ଟଙ୍କା ସହ ଧରା ପଡ଼ିଥିବା ନବରଙ୍ଗପୁର ଜଳବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନାଙ୍କୁ ଆଜି ଭିଜିଲାନସ ଗିରଫ କରିବା ସହ ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ କୋର୍ଟକୁ ଚାଲାଣ କରିଛି। ଏଠାରେ ତାଙ୍କୁ ବିଚାରବିଭାଗୀୟ ହାଜତରେ ରହିବାକୁ ମାନ୍ୟବର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସ୍ବତନ୍ତ୍ର ପିପି ଏମ୍ ବାଲାଜୀରାଓ। ତାଙ୍କୁ ଜୟପୁର ଉପଖଣ୍ଡକାରାଗାରକୁ ପଠାଯାଇଛି।ସୂଚନାଯୋଗ୍ୟ, ସୋମବାର ଭିଜିଲାନସ୍ … Continue reading ବିଚାରବିଭାଗୀୟ ହାଜତକୁ ଗଲେ ଜଳବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ